Header Ads

Header ADS

ଗଞ୍ଜେଇ ଜବତ, ଜଣେ ଗିରଫ

ପାଟଣା : ପାଟଣା ଅବକାରୀ ବିଭାଗ ତରଫରୁ ସାହାରପଡା ବ୍ଲକ ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମରେ ଚଢ଼ାଉ ସମୟରେ ୧ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବଦ କରାଯାଇଛି। ଏହି ଗଞ୍ଜେଇକୁ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ଦୁବେଇପେଣ୍ଠ ଗ୍ରାମର ଭରଦ୍ବାଜ ଖଟୁଆ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଥାନାଧିକାରୀ ପ୍ରିୟମ୍ବଦା ଓଝା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।


No comments

Powered by Blogger.