Header Ads

Header ADS

ଏ ଯୁଗର ଶ୍ରବଣ କୁମାର

କର୍ଣ୍ଣାଟକ ମହିଶୂର ଅଞ୍ଚଳର ଦକ୍ଷିଣା ମୂର୍ତ୍ତି କ୍ରିଷ୍ଣା ନାମକ ଜଣେ ଯୁବକ ନିଜ ମା’ଙ୍କୁ ସ୍କୁଟରରେ ବସାଇ ତୀର୍ଥାଟନ କରିଛନ୍ତି। ସେ ନିଜ ଚାକିରି ଛାଡ଼ି ମା’ଙ୍କ ମନସ୍କାମନା ପୂରଣ ନିମନ୍ତେ ବାପା କିଣି ଦେଇଥିବା ଏକ ବାଜାଜ ଚେତକ ସ୍କୁଟରେ ତାଙ୍କୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତର ବିଭିନ୍ନ ଧାର୍ମିକ ସ୍ଥଳ ବୁଲାଇଥିଲେ ଥିଲେ। ସେ ୫୬,୫୨୨ କି.ମି ସ୍କୁଟରେ ଭ୍ରମଣ କରିଛନ୍ତି। ଏଥିପାଇଁ ତାଙ୍କୁ ଦୁଇ ବର୍ଷ ସମୟ ଲାଗିଥିବା କହନ୍ତି। ଏପରି ପୁଅ ପାଇ ସେ ନିଜକୁ ଧନ୍ୟ ମନେ କରୁଥିବା ତାଙ୍କ ମା’ ଚଦାରଥନ୍‌ (୭୧) କହନ୍ତି।



No comments

Powered by Blogger.