Header Ads

Header ADS

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ବିଶାଲ ଦେବ


ଭୁବନେଶ୍ବର : ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅଫିସର୍‌ ତଥା କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ଏ ସଂକ୍ରାନ୍ତରେ ତାଙ୍କ ଆବେଦନକୁ ଓଡ଼ିଶା ସରକାର ମଞ୍ଜୁରି ଦେଇ କେନ୍ଦ୍ରକୁ ପଠାଇଛନ୍ତି। ଚଳିତ ମାସ ଶେଷ ସପ୍ତାହ କିମ୍ବା ଫେବ୍ରୁ୍ଆରି ପ୍ରଥମ ସପ୍ତାହରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ଡେପୁଟେସନ୍‌ ନେଇ ବିଧିବଦ୍ଧ ନିର୍ଦ୍ଦେଶ ପ୍ରକାଶ ପାଇପାରେ। ୬ ବର୍ଷ ପାଇଁ ସେ ଏହି ଡେପୁଟେସନ୍‌ରେ ଯିବେ। ଶ୍ରୀ ଦେବ ଏବେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

The post କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ବିଶାଲ ଦେବ first appeared on Sambad.


No comments

Powered by Blogger.